ଫାଣ୍ଡିରେ ଦମ୍ପତ୍ତିଙ୍କୁ ନିର୍ଯାତନା ମାମଲା, ପୂର୍ବତନ ସବ୍ ଇନ୍ସପେକ୍ଟରଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ
ଖଣ୍ଡପଡ଼ା: କଣ୍ଟିଲୋ ଫାଣ୍ଡିର ପୂର୍ବତନ ସବ୍ ଇନ୍ସପେକ୍ଟରଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ । ପୋଲିସ୍ ଏସଆଇଙ୍କ ସହ କନଷ୍ଟେବଳଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ । ଏସ୍ଆଇ ରମେଶ ଜେନା ଓ କନଷ୍ଟେବଳ ସୁଧୀର ତାଲିଙ୍କୁ ଗିରଫ ନିର୍ଦ୍ଦେଶ । ଗିରଫ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିସନ । ସୂଚନା ଅନୁସାରେ, ଗତ ୨୦୨୪ ମାର୍ଚ୍ଚ ୧୯ରେ ଫାଣ୍ଡିରେ ନିର୍ଯାତନା ନେଇ OHRCର ଦ୍ୱାରସ୍ତ ହୋଇଥିଲେ…
