ଭାଙ୍ଗିଲା ସଂସଦ, ମାର୍ଚ୍ଚ ୫ରେ ନେପାଳ ନିର୍ବାଚନ
କାଠମାଣ୍ଡୁ: ହିଂସାଗ୍ରସ୍ତ ନେପାଳର ରାଜଧାନୀ କାଠମାଣ୍ଡୁରେ ସ୍ଥିତି ଧିରେ ଧିରେ ସୁଧୁରୁଥିବା ବେଳେ ଦେଶବ୍ୟାପୀ ତୀବ୍ର ଉତ୍ତେଜନା ଜାରି ରହିଛି। ନେତାମାନେ ଭୟରେ ଆତ୍ମଗୋପନ କରିଥିବା ବେଳେ ସରକାରୀ ଅଧିକାରୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଆଉ ଏହାରି ଭିତରେ ଭାଙ୍ଗିଛି ନେପାଲ ସଂସଦ । ନେପାଲ ସଂସଦ ଭାଙ୍ଗିଛନ୍ତି ରାଷ୍ଟ୍ରପତି । ଏଥିସହ ପରବର୍ତ୍ତୀ ସାଧାରଣ ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଆସନ୍ତା ୨୦୨୬ ମାର୍ଚ୍ଚ…
