ଅର୍ଥନୀତି ବିଜ୍ଞାନରେ ୩ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର
ନୂଆଦିଲ୍ଲୀ: ଅର୍ଥନୀତି ବିଜ୍ଞାନରେ ୩ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର । ଜୋଏଲ ମୋକିର, ଫିଲିପ ଅଘିଓନ, ପିଟର ହୋୱିଟଙ୍କୁ ନୋବେଲ୍ । ଅର୍ଥନୈତିକ ଅଭିବୃଦ୍ଧି ବ୍ୟାଖ୍ୟା ପାଇଁ ଜୋଏଲ ମୋକିରଙ୍କୁ ନୋବେଲ୍ । ସୃଜନଶୀଳତାରେ ନିରନ୍ତର ଅଭିବୃଦ୍ଧିର ତତ୍ତ୍ୱ ପାଇଁ ଫିଲିପ, ପିଟରଙ୍କୁ ନୋବେଲ୍ । ନୋବେଲ୍ କମିଟି ଉଲ୍ଲେଖ କରିଛି ଯେ ଏହି ଅର୍ଥନୀତିଜ୍ଞମାନେ ପ୍ରଦର୍ଶନ କରିଛନ୍ତି ଯେ କିପରି ନବସୃଜନ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପଥ…
