ଲୋକପ୍ରିୟ ଅଭିନେତା ପଙ୍କଜ ଧୀରଙ୍କ ପରଲୋକ

ମୁମ୍ବାଇ: ଆଉ ନାହାନ୍ତି ମହାଭାରତର କର୍ଣ୍ଣ। ବହୁଚର୍ଚ୍ଚିତ ମହାଭାରତ ସିରିଏଲରେ କର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ପଙ୍କଜ ଧୀରଙ୍କ ଦେହାନ୍ତ। ୬୮ ବର୍ଷ ବୟସରେ ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ବର୍ଷ ହେଲା ସେ କ୍ୟାନସରରେ ପୀଡିତ ହୋଇ ଚିକିତ୍ସାଧିନ ଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କ ଫ୍ୟାନ୍ସ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପଙ୍କଜଙ୍କ ମୃତ୍ୟୁ ନେଇ ସୋସିଆଲ…