ପ୍ରଧାନ ବିଚାରପତିଙ୍କୁ ଜୋତାମାଡ ଘଟଣା: ଜଷ୍ଟିସ୍ ଗଭାଇଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନ ବିଚାରପତିଙ୍କୁ ଜୋତାମାଡ ଘଟଣାରେ CJI ଜଷ୍ଟିସ୍ ବି.ଆର୍ ଗଭାଇଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ମୋଦି କହିଛନ୍ତି, “ଆଜି ସକାଳେ ସୁପ୍ରିମକୋର୍ଟ ପରିସରରେ ହୋଇଥିବା ଆକ୍ରମଣରେ ପ୍ରତ୍ୟେକ ଭାରତୀୟ କ୍ରୋଧିତ। ଆମ ସମାଜରେ ଏପରି ନିନ୍ଦନୀୟ କାର୍ଯ୍ୟ ପାଇଁ କୌଣସି ସ୍ଥାନ ନାହିଁ। ଏହା ଅତ୍ୟନ୍ତ ନିନ୍ଦନୀୟ।” ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ଏପରି ପରିସ୍ଥିତିରେ ମୁଖ୍ୟ ବିଚାରପତି…

ମଣିପୁର ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ମଣିପୁର ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମଣିପୁର ମୁଖ୍ୟ ସଚିବ ପୁନିତ କୁମାର ଗୋୟଲ ଏକ ସାମ୍ବାଦିକ ସମ୍ମିଳନୀ ଏନେଇ ଗତକାଲି ନିଶ୍ଚିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ମଣିପୁର ଗସ୍ତ ଶାନ୍ତି, ବିକାଶର ପଥ ପ୍ରଶସ୍ତ କରିବ। ପ୍ରଧାନମନ୍ତ୍ରୀ ଆଜି ଦିନ ୧୨:୧୫ରେ ମିଜୋରାମର ରାଜଧାନୀ ଆଇଜଲରୁ ମଣିପୁରର ଚୁଡାଚାନ୍ଦପୁରରେ ପହଞ୍ଚିବେ । ମିଜୋରାମର ପ୍ରଥମ ରେଲୱେ ଲାଇନର ଉଦଘାଟନ ପରେ ମଣିପୁର ଯିବେ…