ଆରମ୍ଭ ହେଲା ନୂଆପଡା ଉପନିର୍ବାଚନ ପ୍ରକ୍ରିୟା, ଆଜି ପ୍ରକାଶ ପାଇବ ବିଜ୍ଞପ୍ତି
ନୂଆପଡା: ଆଜିଠୁ ଆରମ୍ଭ ହେବ ନୂଆପଡା ଉପନିର୍ବାଚନ ପ୍ରକ୍ରିୟା । ନୂଆପଡା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ୨୦ ତାରିଖ ଯାଏ ନାମାଙ୍କନ ଭରିବେ ବିଭିନ୍ନ ଦଳର ପ୍ରାର୍ଥୀ । ଅକ୍ଟୋବର ୨୪ ପୂର୍ବରୁ ନାମାଙ୍କର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ନଭେମ୍ବର ୧୧ରେ ଭୋଟଗ୍ରହଣ କରାଯିବାକୁ ଥିବା ବେଳେ ୧୪ନଭେମ୍ବରରେ ଆସିବ ଫଳାଫଳ। ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ମୋଟ୍ ୩୫୮ ଟି ବୁଥ୍ ଅଛି…
