NCW ଅଧ୍ୟକ୍ଷାଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ଵର: NCW ଅଧ୍ୟକ୍ଷାଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । NCW ଦୁର୍ଗାପୁର ଘଟଣାକୁ ଗୁରୁତର ସହ ନେଇଛନ୍ତି ‘ଏକ୍ସ’ରେ ଲେଖିଲେ । NCW ସ୍ବତନ୍ତ୍ର ଟିମ୍‌ ମେଡିକାଲ୍‌କୁ ପଠାଇ ତଥ୍ୟ ସଂଗ୍ରହ କରିଛନ୍ତି । ନିରପେକ୍ଷ ତଦନ୍ତ ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୀଡ଼ିତାଙ୍କ ସୁରକ୍ଷା ଓ ଉତ୍ତମ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ…

ସରିଲା ସୁଭଦ୍ରା ସମୀକ୍ଷା ବୈଠକ, ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସୁଭଦ୍ରା’ ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା । ମୃତ ଓ ଜୀବିତ ନେଇ ଆମେ ସ୍ବାସ୍ଥ୍ୟ ବିଭାଗ ତଥ୍ୟକୁ ଗ୍ରହଣ କରିବୁ । ଯୋଗାଣ ବିଭାଗ ଦେଇଥିବା ତଥ୍ୟ ଗ୍ରହଣ କରିବୁ ନାହିଁ । ୨ ଲକ୍ଷ ୮୫ ହଜାର ମହିଳାଙ୍କ କ୍ଷେତ୍ରରେ ଫିଲ୍ଡ ଏନ୍‌କ୍ବାରୀ ହେବ । ୧୫ ହଜାର ମହିଳାଙ୍କୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ସ୍ବାସ୍ଥ୍ୟ ବିଭାଗ ପ୍ରାୟ…