ଆସୁଛନ୍ତି ମା’: ସ୍ଵୟଂ ଇଚ୍ଛାରେ ମନ୍ଦିର ଗଢିଥିଲେ ମା ସମଲେଶ୍ଵରୀ!
ଭୁବନେଶ୍ଵର: ଆସୁଛନ୍ତି ମାଆ । ଧରାବତରଣ କରିବେ ଜଗତଜନନୀ । ଉତ୍ସବ ମୁଖର ରାଜ୍ୟର ବିଭିନ୍ନ ଶକ୍ତିପୀଠ । ଶକ୍ତି ପୀଠଗୁଡ଼ିକରେ ଚାଲିଛି ମାଆଙ୍କର ଷୋଡ଼ଶ ଉପଚାର ପୂଜା । ହୋମପାଠ, ଯଜ୍ଞ ମନ୍ତ୍ର ଓ ବେଦ ଧ୍ବନୀରେ ପ୍ରକମ୍ପିତ ହେଉଛି ମା’ଙ୍କ ମନ୍ଦିର ପରିବେଶ । ମାଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଧାଇଁ ଆସୁଛନ୍ତି ଭକ୍ତ । ପୀଠରେ ମାଆଙ୍କର ବେଶ ଅନୁସାରେ…
