ଭୁବନେଶ୍ଵରରେ ଓମ୍ ବିର୍ଲା, ଏସସି ଓ ଏସଟି ଜାତୀୟ ସମ୍ମିଳନୀକୁ କରିବେ ଉଦ୍ଘାଟନ
ଭୁବନେଶ୍ଵର: ଆଜିଠୁ ଓଡ଼ିଶାରେ ଆରମ୍ଭ ହେଉଛି ୨ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ। ଆଜି ଓ ଆସନ୍ତାକାଲି ଓଡ଼ିଶାରେ ହେବାକୁ ଯାଉଛି ଏହି ଜାତୀୟ ସ୍ତରର ସମ୍ମିଳନୀ । ସମ୍ମିଳନୀକୁ ଏଦଘାଟନ କରିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ୧୯୯୪ ପରେ ପ୍ରଥମ ଥର ଓଡ଼ିଶାରେ ସଂସଦୀୟ କମିଟିର ବୈଠକ ହେବ । ସମ୍ମିଳନୀରେ ଭାଗ ନେବେ ରାଜ୍ୟସଭା ଉପାଧ୍ୟକ୍ଷ ଓ…
