ପୁଣି ଘାଇଲା କଲେ ଶ୍ରୀମୟୀ, କାହାକୁ ଶ୍ରୀମୟୀଙ୍କ ନେପୋଟିଜମ୍ ନିଶାନା
ଭୁବନେଶ୍ଵର: ବିଜେଡିରୁ ନିଲମ୍ବିତ ଶ୍ରୀମୟୀ ମିଶ୍ରଙ୍କ ‘ନେପୋଟିଜମ୍’ ନିଶାନା । ରାଜନେତାଙ୍କ ନାଁ ନ ନେଇଥିଲେ ବି ଅଣଦେଖା ନେଇ ରୋଷ ବଖାଣିଲେ ଶ୍ରୀମୟୀ । ଯାହା ଯୋଗ୍ୟତା ଓ ପ୍ରତିଭାକୁ ଅଣଦେଖା କରି ବ୍ୟକ୍ତିଗତ ସମ୍ପର୍କକୁ ଅଗ୍ରାଧିକାର ଦିଏ । ଏହା ରାଜନୀତି, ଶିକ୍ଷା, ଚାକିରିରେ ପ୍ରକୃତ ହକ୍ଦାରଙ୍କୁ ବଞ୍ଚିତ କରିଛି । ଯେଉଁମାନେ ଆଗକୁ ଯିବାକୁ ହକ୍ଦାର ନେପୋଟିଜମ ପାଇଁ ପଛରେ । ଏହା ସମାଜରେ ଅସନ୍ତୋଷ…
