ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦରଖାସ୍ତ ଆହ୍ଵାନ, ଅକ୍ଟୋବର ୪ ଶେଷ ତାରିଖ

ଭୁବନେଶ୍ଵର: ୩୫ ଓ ୩୬ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦରଖାସ୍ତ ଆହ୍ୱାନ । ଆଗ୍ରହୀ ପ୍ରଯୋଜକମାନେ ଅକ୍ଟୋବର ୪ ତାରିଖ ସୁଦ୍ଧା ଡାକ ଜରିଆରେ ପ୍ରମାଣପତ୍ର ସହ ଆବେଦନ କରିବାକୁ ନିର୍ଦ୍ଦେଶ । ୨୦୨୩ ଓ ୨୦୨୪ ଦୁଇ ବର୍ଷ ପାଇଁ ଦରଖାସ୍ତ ଆହ୍ବାନ କରାଯିବ । ଡିସେମ୍ବର ୩୧ ମଧ୍ୟରେ ସେନ୍ସର ହୋଇଥିବା ଚଳଚ୍ଚିତ୍ର ଆବେଦନ ପାଇଁ…