ହୋଟେଲ୍ ମାଲିକଙ୍କୁ ହତ୍ୟା ଉଦ୍ୟମ ଘଟଣା, ଏକତରଫା ପ୍ରେମ ପାଇଁ ହତ୍ୟା
ଟିଟିଲାଗଡ଼: ହୋଟେଲ୍ ମାଲିକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲ ହତ୍ୟା ପାଇଁ ୫ ଲକ୍ଷ ସୁପାରି ଦେଇଥିଲା । ୫ ଲକ୍ଷ ସୁପାରି ଦେଇଥିବା ନେଇ ସୂଚନା ଦେଲେ ବଲାଙ୍ଗିର ଏସ୍ପି । ୫ ଲକ୍ଷ ସୁପାରି ନେଇଥିବା ଭକ୍ତବନ୍ଧୁ ସର୍ଖେଲ, ନରେଶ ବେହେରା ମଧ୍ୟ ଗିରଫ । ଅଙ୍କୁର ଏକ ତରଫା ଭାବେ ହୋଟେଲ ମାଲିକଙ୍କ ପତ୍ନୀଙ୍କୁ ଭଲ ପାଉଥିଲା ।…
