ଯେଉଁଠି ରହିଛି ଏକ କୋଟିରୁ ଏକ କମ୍ ଦେବାଦେବୀଙ୍କ ମୂର୍ତ୍ତି
ଭୂବନେଶ୍ଵର: ହିନ୍ଦୁ ଧର୍ମ ଗ୍ରନ୍ଥରେ ୩୩ କୋଟି ଦେବଦେବୀ ଙ୍କ ବ୍ୟାଖ୍ୟା ରହିଛି, ସେଥିପାଇଁ ଭାରତ ବର୍ଷରେ ଅନେକ ମନ୍ଦିର ରହିଛି l ତା ସହିତ ଏଭଳି କିଛି ରହସ୍ୟମୟ ମନ୍ଦିର ରହିଛି , ଯାହାର ଆଜି ପର୍ଯ୍ୟନ୍ତ କୌଣସି ସତ୍ୟାସତ୍ୟ ବାହାରି ନାହିଁ l ସେହି ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଉନାକୋଟି ମନ୍ଦିର, ଯାହା ତ୍ରିପୁରା ର ରାଜଧାନୀ ଅଗରତାଲା ନିକଟରୁ ୧୪୫ କିଲୋମିଟର ଦୂରରେ ଅବସ୍ଥିତ…
