ଥାଲାପତି ବିଜୟଙ୍କ ରାଲିରେ ଭୟଙ୍କର ଦଳାଚକଟା, ୩୫ ମୃତ ଏକାଧିକ ଆହତ
ଚେନ୍ନାଇ: ତାମିଲନାଡୁରେ ସାଉଥ ସିନେ ସୁପରଷ୍ଟାର ତଥା ରାଜନେତା ଥାଲାପତି ବିଜୟଙ୍କ ରାଲିରେ ଭୟଙ୍କର ଦଳାଚକଟା । ଘଟଣାରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୫ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ଭିତରେ ୮ ଜଣ ଛୋଟ ପିଲା ଓ ୧୬ ଜଣ ମହିଳା ଥିବା ସୂଚନା ମିଳିଛି। ପୃଥକ ପୃଥକ ହସ୍ପିଟାଲ୍ରେ ୯୫ ଜଣ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର…
