ପଶ୍ଚିମବଙ୍ଗ ଦୁର୍ଗାପୁର ହସ୍ପିଟାଲ୍‌ରୁ ପୀଡ଼ିତା ମେଡିକାଲ୍‌ ଛାତ୍ରୀ ଡିସଚାର୍ଜ

ଦୁର୍ଗାପୁର: ପଶ୍ଚିମବଙ୍ଗ ଦୁର୍ଗାପୁର ହସ୍ପିଟାଲ୍‌ରୁ ପୀଡ଼ିତା ମେଡିକାଲ୍‌ ଛାତ୍ରୀ ଡିସଚାର୍ଜ । ଗଣଦୁଷ୍କର୍ମ ପୀଡ଼ିତାଙ୍କ ଡିସ୍‌ଚାର୍ଜ ନେଇ ମେଡିକାଲ୍‌ ପକ୍ଷରୁ ସୂଚନା । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ଡିସ୍‌ଚାର୍ଜ । ଗଣଦୁଷ୍କର୍ମର ଶିକାର ପରେ ଗତ ଶୁକ୍ରବାରରୁ ଭର୍ତ୍ତି ହୋଇଥିଲେ । ଡିସଚାର୍ଜ ପରେ ବି ଆଉ କିଛି ଦିନ ପଶ୍ଚିମବଙ୍ଗରେ ରହିବେ ପୀଡ଼ିତା । ମାମଲାର ତଦନ୍ତରେ ସହଯୋଗ ପାଇଁ ଆଉ କିଛି ଦିନ ରହିବେ…

ଓଡ଼ିଆ ଛାତ୍ରୀ ଗଣଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ବୟଫ୍ରେଣ୍ଡ ଗିରଫ

ଦୁର୍ଗାପୁର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ପୀଡ଼ିତାଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କଲା ଦୁର୍ଗାପୁର ପୋଲିସ । କ୍ୟାମ୍ପସ ବାହାରକୁ ନେବା ପାଇଁ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ଗିରଫ । ଆସନ୍ତାକାଲି ଗିରଫ ବୟଫ୍ରେଣ୍ଡକୁ କରାଯିବ କୋର୍ଟ ଚାଲାଣ । ଆସାନସୋଲ୍-ଦୁର୍ଗାପୁର ପୋଲିସ କମିଶନରେଟ୍ ପକ୍ଷରୁ ଏନେଇ ସୂଚନା ମିଳିଛି । ଏଯାବତ୍ ବୟଫ୍ରେଣ୍ଡକୁ ମିଶାଇ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି । ପୀଡ଼ିତାଙ୍କ ଅଭିଯୋଗମୁତାବକ ପୁରୁଷ…

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ସିନ୍ ରିକ୍ରିଏସନ୍ କଲା ପୋଲିସ

ଦୁର୍ଗାପୁର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ଅଭିଯୁକ୍ତଙ୍କୁ ଧରି ଦୁର୍ଗାପୁର ପରାନଗଞ୍ଜ ଜଙ୍ଗଲରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ । କେମିତି ସେଦିନ ଘଟଣା ଘଟିଥିଲା ତାହାର ଡେମୋ ଦେଖାଇଛି ଅଭିଯୁକ୍ତ। ଦୁର୍ଗାପୁର ଜଙ୍ଗଲରେ ସିନ ରିକ୍ରିଏଟ କରିଛି ପୋଲିସ । ଦୁର୍ଗାପୁର ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ଏମାନଙ୍କୁ SDJM କୋର୍ଟରେ ହାଜର…

ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ପୀଡ଼ିତାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

ଦୁର୍ଗାପୁର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ପୀଡ଼ିତା ଡାକ୍ତରୀ ଛାତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ । ପୀଡ଼ିତାଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଚିନ୍ତା କରନି, ଧୈର୍ଯ୍ୟ ଧର, ଓଡ଼ିଶା ସରକାର ତୁମ ସହିତ ଅଛନ୍ତି । ଦୋଷୀ ନିଶ୍ଚିତ ଭାବରେ ଦଣ୍ଡ ପାଇବେ । ପାଠ…

ରାତିରେ ଝିଅମାନେ ବାହାରକୁ ଯିବା ଅନୁଚିତ, ବୟାନକୁ ନେଇ ବିବାଦ ଘେରରେ ମମତା

ଦୁର୍ଗାପୁର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ପରେ ଏବେ ରାଜ୍ୟ ରାଜନୀତି ସହ ବଙ୍ଗଳା ରାଜନୀତି ବି ଥରହର । ଆଉ ଏହି ରାଜନୀତିକୁ ଏବେ ଆହୁରି ଖୋରାକ୍ ଯୋଗଉଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ । ବିବାଦୀୟ ବୟାନ ଦେଇ ଏବେ ବିବାଦ ଘେରରେ ମମତା । ଯାହାକୁ ନେଇ ଏବେ ଚାରିଆଡେ ଝଡ । ପଶ୍ଚିମବଙ୍ଗରେ ପଡୋଶୀ ରାଜ୍ୟରେ ଛାତ୍ରୀଙ୍କ ପ୍ରତି ଅତ୍ୟାଚାର…

ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ ଅଭିଯୋଗ

କୋଲକାତା: ପୁଣି ପଶ୍ଚିମବଙ୍ଗରେ ଲଜ୍ଜା । ଏବେ ବି ମନରୁ ଲିଭିନି ଆର୍ ଜି କର ମେଡ଼ିକାଲ କଲେଜରେ ମହିଳା ଡ଼ାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା । ପୁଣି ପଶ୍ଚିମବଙ୍ଗରେ ଦୁର୍ଗାପୁରରେ ଗଣଦୁଷ୍କର୍ମର ଶିକାର ହେଲେ ଆଉ ଜଣେ ଦ୍ବିତୀୟ ବର୍ଷରେ ପଢୁଥିବା ଓଡ଼ିଆ ମେଡ଼ିକାଲ ଛାତ୍ରୀ । ଏହି ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତ ଜଡ଼ିତ ରହିଥିବା ବେଳେ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ ବୋଲି ବର୍ଦ୍ଧମାନ…