ଦୀପାବଳି ପାଇଁ ଦୁଇ ଦିନ ସରକାରୀ ଛୁଟି

କଟକ, ୧୯/୧୦: ଚଳିତ ବର୍ଷ ଦୀପାବଳି କେଉଁ ଦିନ ପାଳନ କରାଯିବ ତାକୁ ନେଇ ଦ୍ୱନ୍ଦ୍ୱ ରହିଥିଲା ପ୍ରାୟତ ସମସ୍ତ କ୍ୟାଲେଣ୍ଡର ରେ ୨୦ରେ କାଳୀପୂଜା ଓ ୨୧ ରେ ଦୀପାବଳି ବୋଲି ଲେଖା ହେଇଥିଲା। ଛୁଟି କେଉଁ ଦିନ ହେବ ବେଶେଷ କରି ଓଡ଼ିଆ ଘରେ ଶ୍ରାଦ୍ଧ ଓ ବଡ଼ ବଡୁଆ ଡକାଯିବ କୁ ନେଇ ବିବାଦ ଦେଖାଦେଇଥିଲା ଏସବୁ ପରେ ମୁକ୍ତି ମଣ୍ଡପ ର ହସ୍ତକ୍ଷେପ କରି…

କଟକ, ୧୯/୧୦: ଚଳିତ ବର୍ଷ ଦୀପାବଳି କେଉଁ ଦିନ ପାଳନ କରାଯିବ ତାକୁ ନେଇ ଦ୍ୱନ୍ଦ୍ୱ ରହିଥିଲା ପ୍ରାୟତ ସମସ୍ତ କ୍ୟାଲେଣ୍ଡର ରେ ୨୦ରେ କାଳୀପୂଜା ଓ ୨୧ ରେ ଦୀପାବଳି ବୋଲି ଲେଖା ହେଇଥିଲା। ଛୁଟି କେଉଁ ଦିନ ହେବ ବେଶେଷ କରି ଓଡ଼ିଆ ଘରେ ଶ୍ରାଦ୍ଧ ଓ ବଡ଼ ବଡୁଆ ଡକାଯିବ କୁ ନେଇ ବିବାଦ ଦେଖାଦେଇଥିଲା ଏସବୁ ପରେ ମୁକ୍ତି ମଣ୍ଡପ ର ହସ୍ତକ୍ଷେପ କରି ୨୦ରେ କାଳୀପୂଜା ଓ ଦୀପାବଳି ପାଳନ ହେବ ବୋଲି ସ୍ଥିର କରାଯାଇଥିଲା କିନ୍ତୁ ସରକାରୀ ସ୍ତରରେ ୨୧ ତାରିଖ ଦୀପାବଳି ଛୁଟି ଓ ୨୦ତାରିଖ କୁ ଅତିରିକ୍ତ ଛୁଟି ଘେଷଣା କରାଯାଇଛି। ଏନେଇ ସରକାରୀ ଘେଷଣା କରାଯାଇଛି। ଏହା ବଦଳରେ ଆସନ୍ତା ୨୫ତାରିଖ ଚତୁର୍ଥ ଶନିବାର କୁ କାଯ୍ୟଦିବସ ଘେଷଣା କରାଯାଇଛି। ଅନ୍ୟପଟେ ନୂଆପଡା ରେ ଉପନିର୍ବାଚନ ପାଇଁ ୨୦ ତାରିଖ ହେବାକୁ ଥିବା ଅତିରିକ୍ତ ଛୁଟି କୁ ବାତିଲ କରାଯାଇଛି।

Leave a Reply

Your email address will not be published. Required fields are marked *