ପ୍ରକାଶ ପାଇଲା ଦଶମ ଫଳାଫଳ, ରାଜ୍ୟରେ ୯୫.୩୩%, ପାସ୍ ହାର ସହିତ ଗଜପତି ଆଗରେ

ଭୁବନେଶ୍ୱର : ପ୍ରକାଶ ପାଇଲା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ​ଚଳିତ ବର୍ଷ ରେଗୁଲାର ପାସ୍ ହାର ୯୫.୩୩ ପ୍ରତିଶତ ରହିଛି। ​ଗଜପତି ଜିଲ୍ଲାରେ ଚଳିତ ବର୍ଷ ୯୯% ପାସ୍ ହାର ରହିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ପାସ୍ ହାର ସବୁଠୁ କମ୍ ଅର୍ଥାତ୍ ୯୪.୩୫% ରହିଛି।

ଭୁବନେଶ୍ୱର : ପ୍ରକାଶ ପାଇଲା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି।

​ଚଳିତ ବର୍ଷ ରେଗୁଲାର ପାସ୍ ହାର ୯୫.୩୩ ପ୍ରତିଶତ ରହିଛି। ​ଗଜପତି ଜିଲ୍ଲାରେ ଚଳିତ ବର୍ଷ ୯୯% ପାସ୍ ହାର ରହିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ପାସ୍ ହାର ସବୁଠୁ କମ୍ ଅର୍ଥାତ୍ ୯୪.୩୫% ରହିଛି।

Leave a Reply

Your email address will not be published. Required fields are marked *