ଅଷ୍ଟମୀରେ ଦାନାବାନ୍ଧିବ…ନବମୀରୁ ବର୍ଷିବ…ଦଶମୀ ବେଳକୁ ଧୋଇବ
ଭୁବନେଶ୍ଵର: ପାର୍ବଣବେଳେ ପୁଣି ଆସୁଛି ଲଘୁଚାପ। ଅଷ୍ଟମୀରେ ଦାନାବାନ୍ଧିବ…ନବମୀରୁ ବର୍ଷିବ…ଦଶମୀ ବେଳକୁ ଧୋଇବ । ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତାକାଲି ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। ଅକ୍ଟୋବର ୧ ତାରିଖରେ ଉତ୍ତର ଓଡ଼ିଶା ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ୨ ତାରିଖରେ ଦକ୍ଷିଣ ଓଡ଼ିଶା ସମେତ…
