ଜଳସ୍ତର ବଢ଼ିବ କିନ୍ତୁ ବନ୍ୟା ନାହିଁ: ଜଳ ସମ୍ପଦ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ଵର: ସମ୍ଭାବ୍ୟ ଅବପାତଜନିତ ବର୍ଷା ନେଇ ସତର୍କ କରାଇଲେ SRC । VCରେ ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହେଲେ SRC । ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି SRC । ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ନେଇ ଆଲୋଚନା…

ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ଵର: ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଗୋଟିଏ ଦିନ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି । ମୌସୁମୀ ଅଧିବେଶନରେ ରହିଥିଲା ୬ଟି କାର୍ଯ୍ୟ ଦିବସ । ୨ଟି ବିଲ୍‌ ସହ GST ସଂଶୋଧନ ନେଇ ସଂକଳ୍ପ ପ୍ରସ୍ତାବ ପାରିତ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ୨୦୨୫ ପାରିତ । ଓଡ଼ିଶା ଦ୍ରବ୍ୟ ଓ ସେବା…

ଏସିଆ କପ୍‌, ୪୧ ରନ୍‌ରେ ବାଂଲାଦେଶକୁ ହରାଇଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ବାଂଲାଦେଶକୁ ହରାଇ ଏସିଆ କପ୍‌ ଫାଇନାଲ୍‌ରେ ଭାରତ । ୪୧ ରନ୍‌ରେ ବାଂଲାଦେଶକୁ ହରାଇଲା ଟିମ୍‌ ଇଣ୍ଡିଆ । ୧୯.୩ ଓଭର୍‌ରେ ବାଂଲାଦେଶ ଟିମ୍‌ ଅଲ୍‌ ଆଉଟ୍‌ । କୁଲଦୀପଙ୍କୁ ୩, ବୁମ୍‌ରା ଓ ବରୁଣଙ୍କୁ ୨ଟି ଲେଖାଏଁ ୱିକେଟ୍ । ଓପନର୍‌ ଅଭିଶେଷ ଶର୍ମାଙ୍କ ଧୂଆଁଧାର ୭୫ ରନ୍‌ର ପାଳି । ଏହି ବିଜୟ ସହିତ ଭାରତୀୟ ଦଳ ଏସିଆ କପ୍ ୨୦୨୫ର ଫାଇନାଲରେ ପ୍ରବେଶ କରିଛି।…

ନବରାତ୍ରୀ: ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ ମା’ କୁଷ୍ମାଣ୍ଡା  

ଭୁବନେଶ୍ଵର: ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା, ଆଉ ମାତ୍ର ଦିନ କେଇଟା ପରେ ଦଶହରା । ଏନେଇ ଚଳଚଞ୍ଚଳ ଶକ୍ତିପୀଠ ସହ ପୂଜା ମଣ୍ଡପ । ନଅ ଦିନ ଧରି ନଅଟି ରୂପରେ ପୂଜା ପାଇବେ ମା’ ଦୁର୍ଗା । ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀ, ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଇବା ପରେ ଆଜି ନବରାତ୍ରୀର ଚତୁର୍ଥ ଦିନରେ କୁଷ୍ମାଣ୍ଡା ରୂପରେ…

ଆଗତ ହେଲା CAG ରିପୋର୍ଟ, ସାମ୍ନାକୁ ଆସିଲା ସାଂଘାତିକ ତ୍ରୁଟି

ଭୁବନେଶ୍ଵର: ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର‌ ଷଷ୍ଠ ଦିନରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍‌ଣରେ ଏହି ରିପୋର୍ଟ ଆଗତ କରିଛନ୍ତି। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)କୁ ନେଇ CAGରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ୨୦୧୮-୨୩ ମଧ୍ୟରେ ୧୧ଟି ନମୁନାଭୁକ୍ତ ITDA ପାଖରେ ଉପଲବ୍ଧ । ୧୭୦୯.୪୭ କୋଟିରୁ ଖର୍ଚ୍ଚ ହୋଇଛି ୧୧୯୦.୦୪ କୋଟି, ଯାହା କେବଳ ୭୦%…

ଆଇନ ମନ୍ତ୍ରୀ କଲେ ବଡ ଖୁଲାସା, ଦୁର୍ଘଟଣା ନୁହେଁ ଅପର୍ଣ୍ଣାକୁ କରାଯାଇଥିଲା ହତ୍ୟା

ଭୁବନେଶ୍ଵର: ୨୦ ଲକ୍ଷ ପାଇଁ ପୋଲିସ କନଷ୍ଟେବଲ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଛି । ବିଧାନସଭାରେ ମୁଲତବି ଆଲୋଚନାରେ ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ଅଭିଯୁକ୍ତ ଦୀପକ ରାଉତଠାରୁ ୨୦ ଲକ୍ଷ ଦାବି କରିଥିଲେ ଶୁଭମିତ୍ରା । ଶୁଭମିତ୍ରା ରୀତି ଅନୁସାରେ ବିବାହ ପାଇଁ ୨୦ ଲକ୍ଷ ଦାବି କରିଥିଲେ ବୋଲି କହିଛନ୍ତି ମନ୍ତ୍ରୀ । ଏତଦବ୍ୟତୀତ ଆହୁରି ଏକ ସାଂଘାତିକ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।…

ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ଆହ୍ବାନ

ଭୁବନେଶ୍ଵର: ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ଆହ୍ବାନ । ନବୀନ ପଟ୍ଟନାୟକଙ୍କ ବିନା ଏବେ ନେତ୍ରୀ ହୋଇ ପ୍ରମାଣିତ କରନ୍ତୁ୍ ବୋଲି ସିଧାସଳଖ ଆହ୍ଵାନ ଦେଇଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ । ମନ୍ମଥ ଆହୁରି କହିଛନ୍ତି, ଏଭଳି ନେତା ବିଜେଡି ପାଇଁ ନିର୍ବାଚନରେ ବୀଭିଷଣ ହୋଇଥିଲେ । ଶଙ୍ଖଭବନରେ ଆପତ୍ତିଜନକ ଆଚରଣ ସିସିଟିଭିରେ କଏଦ ହୋଇଛି । ଦଳ ତାଙ୍କୁ ସସ୍‌ପେଣ୍ଡ୍‌ କରି ଯଥାର୍ଥ ନିଷ୍ପତ୍ତି…

ପୁଣି ସୋସିଆଲ ମିଡିଆ ଜରିଆରେ ରୋଷ ଝାଡ଼ିଲେ ଶ୍ରୀମୟୀ ମିଶ୍ର, କହିଲେ…

ଭୁବନେଶ୍ଵର: ପୁଣି ସୋସିଆଲ ମିଡିଆ ଜରିଆରେ ରୋଷ ଝାଡ଼ିଲେ ଶ୍ରୀମୟୀ ମିଶ୍ର । ନବୀନ ବାବୁଙ୍କୁ କେବଳ ଦଳର ସଭାପତି ଭାବିନଥିଲି, ବାପା ଭାବୁଥିଲି । ମୋ ପ୍ରତି ଅପଶବ୍ଦ ପ୍ରୟୋଗ ନେଇ ନବୀନ ନିବାସ ଯାଇ ଜଣାଇଥିଲି । ଦଳର ସଭାପତି ସବୁ ଶୁଣିଲା ପରେ କହିଲେ ରାଜନୀତିରେ ଏପରି ଘଟେ । ଏହି ଘଟଣା ହିଁ ମୋ ଜୀବନର ଟର୍ଣ୍ଣିଂ ପଏଣ୍ଟ ପାଲଟିଗଲା । ମତେ ଲାଗିଲା…

ଚାକିରିଆଙ୍କ ପାଇଁ ବଡ ଖବର, ଆଗୁଆ ମିଳିବ ଦରମା

ଭୂବନେଶ୍ଵର: ସରକାରୀ ଚାକିରିଆଙ୍କ ପାଇଁ ଖୂସି ଖବର । ପୂଜା ପାଇଁ ଆଗୁଆ ଦରମା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ସେପ୍ଟେମ୍ବର ମାସର ଦରମାକୁ ୨୬ ତାରିଖରେ ଦେବା ପାଇଁ ନିର୍ଦ୍ଦେଶନାମା । ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଜାରି ହୋଇଛି ସ୍ୱତନ୍ତ୍ର ନିର୍ଦ୍ଦେଶନାମା । ଆସନ୍ତା ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ…

ପାତ୍ରପଡ଼ା ହିଟ୍ ଆଣ୍ତ୍ ରନ୍ ଘଟଣା, ଗିରଫ ହେଲେ ଥାର୍ ମାଲିକ

ଭୁବନେଶ୍ୱର: ପାତ୍ରପଡ଼ା ହିଟ୍ ଆଣ୍ତ୍ ରନ୍ ଘଟଣା । ପୁରୀରୁ ଗିରଫ ହେଲେ ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ଥାର୍ ମାଲିକ । ଗତ ୯ ଅଗଷ୍ଟ ରାକ୍ଷୀ ପୂର୍ଣ୍ଣିମାରେ ଘଟିଥିଲା ଦୁର୍ଘଟଣା । ସ୍କର୍ପିଓ ଓ ଥାର୍ ରେସିଂ ପାଇଁ ମାଆ-ଝିଅଙ୍କ ମୃତ୍ୟୁ ହୋଇଥିଲା । ପାତ୍ରପଡ଼ା ପାଖରେ ରାସ୍ତାରୋକ କରିଥିଲେ ଫୁଲେଶ୍ୱରୀ ବସ୍ତି ଲୋକେ । ଜବତ ହୋଇଥିଲା ସ୍କର୍ପିଓ ଓ ଥାର୍; ଅନ୍ୟ ଅଭିଯୁକ୍ତ ମଧ୍ୟ ଗିରଫ…