କିଲର୍ ଦୀପକ ରାଉତଙ୍କ ନାଁରେ ନୂଆ ମାମଲା ଦାୟର, ଅଭିଯୋଗ କଲେ ଅପର୍ଣ୍ଣାଙ୍କ ଭଉଣୀ
ଆଠଗଡ଼: ଧିରେ ଧିରେ ଖୋଲୁଛି ପ୍ରଥମ ପତ୍ନୀଙ୍କ ମୃତ୍ୟୁ ରହସ୍ୟ । ଅଭିଯୁକ୍ତ ଦୀପକ ରାଉତ ବିରୋଧରେ ଲାଗିଲା ହତ୍ୟା ମାମଲା । ଖୁଣ୍ଟୁଣି ଥାନା ପୋଲିସ ଦୀପକ ରାଉତ ବିରୋଧରେ ହତ୍ୟା ଦଫା ଲଗାଇଛି । ୪୯୮ ଏ, ୩୦୨, ୨୦୧, ୩୪ ଆଇପିସି ଭଳି ସଙ୍ଗୀନ ଦଫା ଲାଗିଛି ଦୀପକ ବିରୋଧରେ । ପ୍ରଥମ ପତ୍ନୀ ମୃତ ଅପର୍ଣ୍ଣାଙ୍କ ଭଉଣୀ ରୋଜାଲିନ ରାଉତ କଟକ ଖୁଣ୍ଟୁଣି ଥାନା ଯାଇ…
