ଓଡିଶା ଲିଟେରାରୀ ଫେଷ୍ଟିଭାଲ ଲେଖକ, ସାହିତ୍ୟିକଙ୍କ ପାଇଁ ଏକ ସୁନ୍ଦର ପ୍ଲାଟ୍ଫର୍ମ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାର ପ୍ରାଚୀନତା ଓ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିବା ସହ ଭାଷା-ସାହିତ୍ୟ ଓ ଅସ୍ମିତାର ସୁରକ୍ଷା ପାଇଁ ସରକାରଙ୍କ ପ୍ରୟାସ ବିଷୟରେ ଆଲୋଚନା କରିଛନ୍ତି । ଏହି ସାହିତ୍ୟ ଉତ୍ସବ ଲେଖକ, ସାହିତ୍ୟିକ ଏବଂ ସାହିତ୍ୟ କ୍ଷେତ୍ରରେ ରୁଚି ରଖିଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ସୁନ୍ଦର…
