ସପ୍ଟେମ୍ବର ୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୂବନେଶ୍ଵର: ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ୍‌-୨, ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରି…

ୟୁ.କେ. ଓଡ଼ିଶା ସମାଜର ୪୬ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ

ନୂଆଦିଲ୍ଲୀ: ଓଡ଼ିଶା ସମାଜ ୟୁନାଇଟେଡ କିଙ୍ଗଡମ (ଓସୁକ)ର ୪୬ ତମ ବାର୍ଷିକ  ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି । ଏହି ଉପଲକ୍ଷେ ଲଣ୍ଡନର ୱର୍କସାୟାର କାଉଁଟି ଅନ୍ତର୍ଗତ ମେଡେନହେଡ୍ ସ୍ଥିତ ସୁନ୍ଦର, ସୁରମ୍ୟ, ସବୁଜିମା ଘେରା ଉତ୍ସବସ୍ଥଳକୁ ଖୁବ ଭବ୍ୟ ଢଙ୍ଗରେ ସଜାଯାଇଥିବା ଦେଖା ଯାଇଥିଲା । ସମଗ୍ର ପରିବେଷ୍ଟନୀକୁ ଏକ ଛୋଟ ଓଡ଼ିଶାର ସ୍ୱରୂପ ପ୍ରଦାନ କରାଯିବାର ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଥିଲା । ଏଠାରେ…

ଏପରି ଏକ ମନ୍ଦିର, ଯେଉଁଠାରେ ରାତିରେ ଅଟକି ଯାଉଥିବା ଭକ୍ତ ହୋଇଯାନ୍ତି ପଥର!

ନୂଆଦିଲ୍ଲୀ: ଆମ ଦେଶ ଭାରତରେ ରହସ୍ୟମୟ ଏବଂ ପ୍ରାଚୀନ ମନ୍ଦିରଗୁଡ଼ିକର ଅଭାବ ନାହିଁ । ରାଜସ୍ଥାନରେ ମଧ୍ୟ ସମାନ ମନ୍ଦିର ଅଛି, ଯେଉଁଠାରେ ଲୋକମାନେ ସନ୍ଧ୍ୟା ହେବା ମାତ୍ରେ ପଳାୟନ କରନ୍ତି । ଭୁଲରେ ମଧ୍ୟ ରାତିରେ ଏହି ମନ୍ଦିରରେ ରହିବାକୁ କେହି ଚାହାଁନ୍ତି ନାହିଁ । ଏହା ପଛରେ ଦିଆଯାଇଥିବା କାରଣଟି ଅତ୍ୟନ୍ତ ଆପଣ ମଧ୍ୟ ଜାଣିଲେ ଚମକି ପଡ଼ିବେ । ଲୋକମାନେ ବିଶ୍ୱାସ କରନ୍ତି ଯେ ଯିଏ…

ପିଆଜ ହେଉଛି ଔଷଧୀୟ ଗୁଣର ଖଣି, ଜାଣନ୍ତୁ ଏହାର ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ପିଆଜ ତ ପ୍ରାୟ ସମସ୍ତଙ୍କ ପସନ୍ଦ । ପିଆଜକୁ କିଏ କେତେ ଢଙ୍ଗରେ ଯେମିତିକି ଭଜା , ତରକାରୀ , ପକୋଡା କରି ଖାଆନ୍ତି । ଯାହାର ସ୍ବାଦ ପାଟିରେ ବାଜିଲେ ବାରମ୍ବାର ଖାଇବାକୁ ଇଚ୍ଛା ହୁଏ । ସାଧାରଣ ସମସ୍ତଙ୍କ ଘରେ ସହଜରେ ଉପଲବ୍ଧ ହୋଇଥାଏ ପିଆଜ। ପିଆଜ ଏପରି ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯାହା ପ୍ରତ୍ୟେକ ଘରେ ଘରେ ଉପଲବ୍ଧ। ଏହାକୁ ସାଲାଡ,ବିଭିନ୍ନ ବ୍ୟଞ୍ଜନ…

ସେପ୍ଟେମ୍ବର ୩ରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ସେପ୍ଟେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ । ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ । ପ୍ରଥମ ବୈଠକରେ ନୂତନ କମିଟି ସଦସ୍ୟଙ୍କୁ ସ୍ୱାଗତ କରିବା ସହ ଏକ ସବ କମିଟି ଗଠନ କରାଯିବ । ବୈଠକରେ ଧାଡ଼ି ଦର୍ଶନ ଆବଶ୍ୟକତା ନେଇ ବିସ୍ତୃତ ଭାବେ ଆଲୋଚନା ହେବ । ଧାଡ଼ି ଦର୍ଶନ…

ଦେଶର ବିକାଶ ପାଇଁ SC/STଙ୍କ ଉତ୍‌ଥାନ ଜରୁରୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରେ ଉଦଘାଟିତ ହୋଇଛି ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ । ସମ୍ମିଳନୀର ଉଦଘାଟନ କରିଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ, ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏହି ସମ୍ମିଳନୀରେ ଉପସ୍ଥିତ ଅଛନ୍ତି । ଏଥିରେ ସାରା ଦେଶରୁ ୨୦୦ରୁ ଅଧିକ ପ୍ରତିନିଧି ଉପସ୍ଥିତ ଅଛନ୍ତି । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିର ଜଣେ ଅଧ୍ୟକ୍ଷ, ୫ ଜଣ ସଦସ୍ୟ ଏବଂ ୪ ଜଣ ବିଧାୟକ ଯୋଗ ଦେଇଛନ୍ତି । ସେହିପରି ଅନୁସୂଚିତ…

ଭୁବନେଶ୍ଵରରେ ଓମ୍ ବିର୍ଲା, ଏସସି ଓ ଏସଟି ଜାତୀୟ ସମ୍ମିଳନୀକୁ କରିବେ ଉଦ୍‌ଘାଟନ

ଭୁବନେଶ୍ଵର: ଆଜିଠୁ ଓଡ଼ିଶାରେ ଆରମ୍ଭ ହେଉଛି ୨ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ। ଆଜି ଓ ଆସନ୍ତାକାଲି ଓଡ଼ିଶାରେ ହେବାକୁ ଯାଉଛି ଏହି ଜାତୀୟ ସ୍ତରର ସମ୍ମିଳନୀ । ସମ୍ମିଳନୀକୁ ଏଦଘାଟନ କରିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ୧୯୯୪ ପରେ ପ୍ରଥମ ଥର ଓଡ଼ିଶାରେ ସଂସଦୀୟ କମିଟିର ବୈଠକ ହେବ । ସମ୍ମିଳନୀରେ ଭାଗ ନେବେ ରାଜ୍ୟସଭା ଉପାଧ୍ୟକ୍ଷ ଓ…

ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୧୫ତମ ବାର୍ଷିକ ଶିଖର ସମ୍ମିଳନୀରେ ଦେବେ ଯୋଗ

ନୂଆଦିଲ୍ଲୀ: ୫ ଦିନିଆ ଜାପାନ ଓ ଚୀନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ପହଞ୍ଚିଛନ୍ତି । ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ନିମନ୍ତ୍ରଣରେ, ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ୧୫ତମ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ । ଟୋକିଓରେ ପହଞ୍ଚିବା ପରେ ତାଙ୍କୁ ପ୍ରବାସୀ ଭାରତୀଙ୍କ ତରଫରୁ ଭବ୍ୟ ସ୍ଵାଗତ କରାଯାଇଛି । ଏହି ସମୟରେ ଜାପାନୀ ସମ୍ପ୍ରଦାୟର ଲୋକମାନେ ଗାୟତ୍ରୀ…

ସାମ୍ନାକୁ ଆସିଲା ଛାତି ଥରା ଦୃଶ୍ୟ, ପେଟ୍ରୋଲ ଢାଳି ଆଇନଜୀବୀଙ୍କ ଆତ୍ମାହୁତି

ଭୁବନେଶ୍ଵର: ପେଟ୍ରୋଲ ଢାଳି ଆଇନଜୀବୀଙ୍କ ଆତ୍ମାହୁତି । ମଞ୍ଚେଶ୍ବର ଥାନା ପାଣ୍ଡରାରେ ଜଳିଗଲେ ଆଇନଜୀବୀ । ନିଆଁ ଲାଗି ଦେହ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ସୂଚନା । ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ମଞ୍ଚେଶ୍ବର ଥାନା ପୋଲିସ୍ । ନିଜ ଘର ଛାତ ଉପରେ ଆଇନଜୀବୀ ଜଳି ଯାଇଥିବା ନେଇ ପୋଲିସ୍‌ର ସୂଚନା । ତେବେ ଆଇନଜୀବୀଙ୍କ ଆତ୍ମାହୁତିର କାରଣ କ’ଣ, ତାହା ଏବେ ବି…

୩ ସନ୍ତାନ ସପକ୍ଷରେ RSS ମୁଖ୍ୟ ମୋହନ ଭାଗବତ, କହିଲେ…

ନୂଆଦିଲ୍ଲୀ: ଜନସଂଖ୍ୟା ବୃଦ୍ଧି ପାଇଁ ପରିବାରରେ ୩ ସନ୍ତାନ ଜରୁରୀ । ଜନସଂଖ୍ୟାଗତ ପରିବର୍ତ୍ତନ ଓ ନିୟନ୍ତ୍ରଣ ଉପରେ ପ୍ରଶ୍ନରେ ଉତ୍ତର ଦେଲେ ଆରଏସଏସ ମୁଖ୍ୟ । ଯଦି ଜନ୍ମହାର ୩ରୁ କମ୍ ହୁଏ, ତେବେ ଆମେ ଧୀରେ ଧୀରେ ଲୋପ ପାଇଯିବୁ । ଆରଏସଏସର ୧୦୦ ବର୍ଷ ପୂରଣ ଅବସରରେ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ୩ ଦିନିଆ ବକ୍ତୃତା ମାଳାରେ ଏହା ଭାଗବତ କହିଛନ୍ତି । ସେ…