Blog

ମୁକ୍ତା ଫାଉଣ୍ଡେସନର ଶୁଭାରମ୍ଭ ସହିତ ଶ୍ରୀ ଶ୍ରୀ ମା’ ଆନନ୍ଦ ଆଶ୍ରମରେ ଆଲୋକର ପର୍ବ ଦୀପାବଳି ପାଳିତ

ଭୁବନେଶ୍ୱର (ତା ୧୯/ ୧୦ ରିଖ ): କରୁଣା, ସେବା ଓ ସମର୍ପଣର ଭାବଧାରାରେ ଗଠିତ ମୁକ୍ତା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଚନ୍ଦ୍ରଶେଖରପୁର ସ୍ଥିତ ଶ୍ରୀ ଶ୍ରୀ ମା’ ଆନନ୍ଦ ଆଶ୍ରମ ପରିସରରେ ପିଲାମାନଙ୍କ ସହିତ ଦୀପାବଳି ପାଳନ ସହିତ ଆନୁଷ୍ଠାନିକ ଭାବରେ ଫାଉଣ୍ଡେସନର ଶୁଭାରମ୍ଭ ହୋଇଯାଇଛି। ପ୍ରତିଷ୍ଠାତ୍ରୀ ତଥା ପରିଚାଳନା ଟ୍ରଷ୍ଟି ବନ୍ଦନା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ତଥା ଫାଉଣ୍ଡେସନର ଉପଦେଷ୍ଟା ନମ୍ରତା…

କଳିଙ୍ଗ ବାଲିଯାତ୍ରାରେ ଯେଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୧/୧୦: ପ୍ରତିବର୍ଷ କଟକ ଭଳି ପାରାଦୀପରେ ବାଲିଯାତ୍ରା ହେଇଥାଏ। ଚଳିତ ବର୍ଷ ନଭେମ୍ବର ୪ରୁ ୧୦ ତାରିଖ ଯାଏଁ ଆୟୋଜିତ ହେବ କଳିଙ୍ଗ ବାଲିଯାତ୍ରା । ପାରାଦୀପ ବାଲିଯାତ୍ରା କୁ କଳିଙ୍ଗ ବାଲିଯାତ୍ରା ବେଲି କୁହାଯାଏ। ଚଳିତବର୍ଷ କଳିଙ୍ଗ ବାଲିଯାତ୍ରା କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏନେଇ…

ଆଜିଠାରୁ ୪ଦିନିଆ କେରଳ ଗ୍ରସ୍ତ ରେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୧/୧୦:ଆଜିଠାରୁ ୪ ଦିନଆ କେରଳ ଗ୍ରସ୍ତ ରେ ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅକ୍ଟୋବର ୨୧ ରୁ ୨୪ ପର୍ଯ୍ୟନ୍ତ କେରଳ ରେ ସେ ବିଭିନ୍ନ କାଯ୍ୟକ୍ରମ ରେ ଯେଗଦେବେ। ଏହି ଗସ୍ତ ଧାର୍ମିକ, ସାଂସ୍କୃତିକ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମରେ ପରିପୂର୍ଣ୍ଣ ହେବ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଅକ୍ଟୋବର ୨୧ ସନ୍ଧ୍ୟାରେ କେରଳର ରାଜଧାନୀ ତିରୁବନନ୍ତପୁରମରେ ପହଞ୍ଚିବେ। ଏହା ପରେ ଅକ୍ଟୋବର ୨୨ ତାରିଖରେ ସେ ପ୍ରସିଦ୍ଧ ସବରୀମାଳା…

ଅଭିନେତା ଅସରାନିଙ୍କ ପରଲୋକ

ମୁମ୍ବାଇ, ୨୧/୧୦: ଭେଟେରାନ୍ ବଲିଉଡ୍ ଅଭିନେତା ଗୋବର୍ଦ୍ଧନ ଅସରାନି ଙ୍କର ୮୪ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି । ହାସ୍ୟ ଅଭିନେତା ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅସରାନି । ଗତ ୫ ଦିନ ଧରି ମେଡ଼ିକାଲରେ ସେ ଚିକିତ୍ସାଧିନ ଥିଲେ । ଅନେକ ଫିଲ୍ମରେ ହାସ୍ୟ କଳା ଅଭିନୟ କରି ଛାଡ଼ି ଯାଇଛନ୍ତି ପାରଦର୍ଶିତା । ରାଜସ୍ଥାନରେ ଜନ୍ମିତ ଅସରାନି ଗତ ୫ ଦଶନ୍ଧି…

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଶହୀଦ ସ୍ମୃତି ଦିବସ ପାଳିତ

କଟକ, ୨୧/୧୦: ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୬ ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ହୋଇଥିବା ବୀର ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ…

ଦୀପାବଳି ପାଇଁ ଦୁଇ ଦିନ ସରକାରୀ ଛୁଟି

କଟକ, ୧୯/୧୦: ଚଳିତ ବର୍ଷ ଦୀପାବଳି କେଉଁ ଦିନ ପାଳନ କରାଯିବ ତାକୁ ନେଇ ଦ୍ୱନ୍ଦ୍ୱ ରହିଥିଲା ପ୍ରାୟତ ସମସ୍ତ କ୍ୟାଲେଣ୍ଡର ରେ ୨୦ରେ କାଳୀପୂଜା ଓ ୨୧ ରେ ଦୀପାବଳି ବୋଲି ଲେଖା ହେଇଥିଲା। ଛୁଟି କେଉଁ ଦିନ ହେବ ବେଶେଷ କରି ଓଡ଼ିଆ ଘରେ ଶ୍ରାଦ୍ଧ ଓ ବଡ଼ ବଡୁଆ ଡକାଯିବ କୁ ନେଇ ବିବାଦ ଦେଖାଦେଇଥିଲା ଏସବୁ ପରେ ମୁକ୍ତି ମଣ୍ଡପ ର ହସ୍ତକ୍ଷେପ କରି…

ପଶ୍ଚିମବଙ୍ଗ ଦୁର୍ଗାପୁର ହସ୍ପିଟାଲ୍‌ରୁ ପୀଡ଼ିତା ମେଡିକାଲ୍‌ ଛାତ୍ରୀ ଡିସଚାର୍ଜ

ଦୁର୍ଗାପୁର: ପଶ୍ଚିମବଙ୍ଗ ଦୁର୍ଗାପୁର ହସ୍ପିଟାଲ୍‌ରୁ ପୀଡ଼ିତା ମେଡିକାଲ୍‌ ଛାତ୍ରୀ ଡିସଚାର୍ଜ । ଗଣଦୁଷ୍କର୍ମ ପୀଡ଼ିତାଙ୍କ ଡିସ୍‌ଚାର୍ଜ ନେଇ ମେଡିକାଲ୍‌ ପକ୍ଷରୁ ସୂଚନା । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ଡିସ୍‌ଚାର୍ଜ । ଗଣଦୁଷ୍କର୍ମର ଶିକାର ପରେ ଗତ ଶୁକ୍ରବାରରୁ ଭର୍ତ୍ତି ହୋଇଥିଲେ । ଡିସଚାର୍ଜ ପରେ ବି ଆଉ କିଛି ଦିନ ପଶ୍ଚିମବଙ୍ଗରେ ରହିବେ ପୀଡ଼ିତା । ମାମଲାର ତଦନ୍ତରେ ସହଯୋଗ ପାଇଁ ଆଉ କିଛି ଦିନ ରହିବେ…

ଜଗନ୍ନାଥଙ୍କ ରହସ୍ୟମୟ ମନ୍ଦିର, ବର୍ଷା ହେବା ନେଇ ଦିଏ ସଙ୍କେତ

ନୂଆଦିଲ୍ଲୀ: ଆପଣ ଅନେକ ମନ୍ଦିର ଯାଇଥିବେ । ମନ୍ଦିରର ଆଧ୍ୟାତ୍ମିକ ପରିବେଶରେ ମନ ପ୍ରଫୁଲ୍ଲିତ ହୋଇଉଠେ । ତେବେ ଦୁନିଆରେ ଏମିତି କିଛି ରହସ୍ୟମୟ ମନ୍ଦିର ରହିଛି, ଯାହାର ଚମତ୍କାରିତା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଆଜି ଆମେ ଆପଣଙ୍କୁ ସେମିତି ଏକ ମନ୍ଦିର ଦେଖାଇବୁ, ଯାହାର ରହସ୍ୟ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଉତ୍ତରପ୍ରଦେଶ କାନପୁର ଜିଲ୍ଲାର ବେହଟା ଗାଁରେ ରହିଛି ଏହି ରହସ୍ୟମୟ ମନ୍ଦିର…

ଅମରେଶ ଜେନାଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

ଭୁବନେଶ୍ଵର: ଅମରେଶ ଜେନାଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ । ଦୁଷ୍କର୍ମ ମାମଲାରେ ଗିରଫ ଅମରେଶ ଜେନା ଓରଫ ବାୟାଁଙ୍କୁ ଜାମିନ୍ । ୨୫ ହଜାର ଟଙ୍କିଆ ଦୁଇ ଜାମିନଦାର ବଦଳରେ ସର୍ତ୍ତମୂଳକ ଜାମିନ । ପୀଡ଼ିତାଙ୍କ ଘର ଅଞ୍ଚଳକୁ ନଯିବାକୁ ହାଇକୋର୍ଟଙ୍କ ସର୍ତ୍ତ । ସୂଚନା ଅନୁସାରେ, କର୍ପୋରେଟର୍‌ ଅମରେଶ ଜେନା ଓରଫ ବାୟାଁଙ୍କ ବିରୋଧରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବାର ସଙ୍ଗୀନ ଅଭିଯୋଗ ଆଣିଥିଲେ । ବିବାହର…