Blog

ଆସନ୍ତା ୨୦ ତାରିଖ ସୋମବାର ହୋଇପାରେ ଦୀପାବଳି ଛୁଟି

ଭୁବନେଶ୍ଵର: ଆସନ୍ତା ୨୦ ତାରିଖ ସୋମବାର ହୋଇପାରେ ଦୀପାବଳି ଛୁଟି । ରାଜସ୍ବ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରସ୍ତାବ ଦିଆଯାଇଥିବା ନେଇ ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ସଂଶୋଧିତ ହୋଇଥିବା ପାଞ୍ଜି ଗୁଡିକରେ ଅକ୍ଟୋବର ୨୦ ତାରିଖ ସୋମବାର ବୋଲି…

ପୂରଣ ହେବ ଖାଲି ଥିବା କୁଳପତି ପଦ

ଭୁବନେଶ୍ଵର: ଖାଲି ଥିବା କୁଳପତି ପଦ ପୂରଣ ନେଇ ରାଜ୍ୟପାଳଙ୍କ ବଡ଼ ସୂଚନା । ୨/୩ ମାସ ମଧ୍ୟରେ ପୂରଣ ହେବ ଖାଲିଥିବା ସବୁ କୁଳପତି ପଦ । ଅଧିକାଂଶ ବିଶ୍ବବିଦ୍ୟାଳୟରେ ଇନ୍‌ଚାର୍ଜ ଭିସି ପାଇଁ ପାଠପଢ଼ାରେ ଗୁରୁତର ବାଧା । ରାଜ୍ୟର ମୋଟ୍ ୧୭ଟି ବିଶ୍ବବିଦ୍ୟାଳୟରୁ ୧୩ଟିରେ ନାହାନ୍ତି କୁଳପତି । ତେବେ ସାମ୍ବାଦିକଙ୍କ ସହ ସ୍ବତନ୍ତ୍ର ଆଲୋଚନା ବେଳେ ଏନେଇ ରାଜ୍ୟପାଳଙ୍କ ସୂଚନା । ସ୍କୁଲ ଡ୍ରପ୍…

ବାଜି ରାଉତଙ୍କ ସହିଦ ଦିବସ: ମନେ ପଡେ ସେହି କୁନି ବାଳକର କଥା

ନୂଆଦିଲ୍ଲୀ: ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଉଦ୍ଦେଶ୍ୟରେ ନିକଟରେ ଭବ୍ୟ ଏବଂ ଭାବ ବିହ୍ଵଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସ୍ବର୍ଗତଃ ରାଉତଙ୍କର ଅଠାଅଶୀ ତମ ଶହୀଦ ଦିବସ ଅବସରରେ ୱାର୍ଲଡ଼ ଓଡ଼ିଶା ସୋସାଇଟି ଏବଂ ଆର୍ଟ ଇଣ୍ଡିଆ ଫାଉଣ୍ଡେସନର ସହଯୋଗରେ ମାସିକ ଇଂରାଜୀ ପତ୍ରିକା  ଉତ୍କଳ ଭାରତୀ ତରଫରୁ ଏକ ଆନ୍ତର୍ଜାତିକ ୱେବିନାର ଆୟୋଜିତ ହୋଇଯାଇଛି। ଏହି ଆଭାସୀ ବୈଠକରେ ଶତାଧିକ ବୁଦ୍ଧିଜୀବୀ,…

ଗିରଫ ହେଲେ ପଞ୍ଜାବର କୁବେର ଡିଆଇଜି ହରଚରନ ସିଂ ଭୁଲାର

ଚଣ୍ଡିଗଡ: ଲାଞ୍ଚ ନେବା ଅଭିଯୋଗରେ ପଞ୍ଜାବ ଡିଆଇଜି ହରଚରନ ସିଂ ଭୁଲାର ଗିରଫ ହୋଇଛନ୍ତି । ହରଚରନ ସିଂ ଭୁଲାରଙ୍କୁ ଗିରଫ କରିଛି ସିବିଆଇ । ଡିଆଇଜିଙ୍କ ଘରେ ୨୧ ଘଣ୍ଟାର ମାରାଥନ ରେଡ୍ ପରେ ୭ କୋଟି ଟଙ୍କା ଜବତ କରାଯାଇଛି । ଦେଢ଼ କିଲୋ ସୁନା, ୨୨ଟି ଦାମୀ ଘଣ୍ଟା ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଗତକାଲି ଏକ ମାମଲାକୁ ରଫାଦଫା…

ନୂଆପଡ଼ା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି

ନୂଆପଡ଼ା: ନୂଆପଡ଼ା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି । ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ଦଳ । ତାଲିକାରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ସ୍ବାଇଁ ଓ ନିରଞ୍ଜନ ପୂଜାରୀ ପ୍ରମୁଖଙ୍କ ନାଁ ରହିଛି । ତେବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣିଆ ପ୍ରଚାର ତାଲିକା ବିରୋଧୀ ଦଳ ଉପନେତା ପ୍ରସନ୍ନ…

ଫାଣ୍ଡିରେ ଦମ୍ପତ୍ତିଙ୍କୁ ନିର୍ଯାତନା ମାମଲା, ପୂର୍ବତନ ସବ୍ ଇନ୍ସପେକ୍ଟରଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ

ଖଣ୍ଡପଡ଼ା: କଣ୍ଟିଲୋ ଫାଣ୍ଡିର ପୂର୍ବତନ ସବ୍ ଇନ୍ସପେକ୍ଟରଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ । ପୋଲିସ୍ ଏସଆଇଙ୍କ ସହ କନଷ୍ଟେବଳଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ । ଏସ୍‌ଆଇ ରମେଶ ଜେନା ଓ କନଷ୍ଟେବଳ ସୁଧୀର ତାଲିଙ୍କୁ ଗିରଫ ନିର୍ଦ୍ଦେଶ । ଗିରଫ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିସନ । ସୂଚନା ଅନୁସାରେ, ଗତ ୨୦୨୪ ମାର୍ଚ୍ଚ ୧୯ରେ ଫାଣ୍ଡିରେ ନିର୍ଯାତନା ନେଇ OHRCର ଦ୍ୱାରସ୍ତ ହୋଇଥିଲେ…

ଫେବୃଆରୀରେ ଯୁକ୍ତ ଦୁଇ ପରୀକ୍ଷା, ଜାଣନ୍ତୁ କେବେ ମିଳିବ ଆଡମିଟ୍ କାର୍ଡ

ଭୁବନେଶ୍ଵର: ଆସନ୍ତା ଫେବ୍ରୁଆରୀ ମାସରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରି ମାସ ୧୫ ତାରିଖରୁ ୨୫ ତାରିଖ ଭିତରେ ଯୁକ୍ତ ଦୁଇ ପରୀକ୍ଷା ହେବ । ଏଥିପାଇଁ ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ । ତେବେ ମିଳିଥିବା ସୂଚନା ମୁତାବକ, ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର ୨୨ରୁ ୩୧ ଭିତରେ ହେବ । ଯେଉଁମାନେ ଏହି ସମୟରେ ଇଣ୍ଟରନାଲ ଦେଇପାରିବେ ନାହିଁ, ସେମାନେ ଜାନୁଆରୀ ୧୦ରୁ…

ଦୀପାବଳି ୨୦୨୫: କରନ୍ତୁ ରାଶି ଅନୁସାରେ ଦାନ, ମିଳିବ ଶୁଭ ଫଳ

ଭୁବନେଶ୍ଵର: ପ୍ରତ୍ୟେକ ବର୍ଷ କାର୍ତ୍ତିକ କୃଷ୍ଣ ପକ୍ଷର ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ହର୍ଷ ଉଲ୍ଲାସରେ ପାଳନ କରାଯାଏ । ଚଳିତ ବର୍ଷ ୨୦ ଅକ୍ଟୋବର ୨୦୨୫, ସୋମବାର ଦିନ ଦୀପାବଳି ପର୍ବ ପାଳନ କରାଯିବ । ଏହି ଦିନରେ ମା’ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ଦୀପାବଳି ଦିନ ପୂଜା-ପାଠ ଓ ଦାନ ଧର୍ମ କରିବା ଦ୍ୱାରା ବିଶେଷ…

ଋତୁସ୍ରାବ ବେଳେ ପେଟ ଯନ୍ତ୍ରଣାକୁ ନେଇ ଚିନ୍ତିତ କି, ଖାଆନ୍ତୁ ଏହି ଖାଦ୍ୟ…

ଭୁବନେଶ୍ଵର: ଋତୁସ୍ରାବ ସମୟରେ ମହିଳାଙ୍କ ପେଟ ଯନ୍ତ୍ରଣା ଅଧିକ ହୋଇଥାଏ । ଏହି ଯନ୍ତ୍ରଣା ବେଳେବେଳେ ଏତେ ଅଧିକ ବଢ଼ିଯାଏ ଯେ ଆପଣ ପ୍ରତିଦିନର କାମ ଠିକ୍‌ ଭାବେ କରିପାରନ୍ତି ନାହିଁ । ତେବେ ଏହି କଷ୍ଟକୁ ଦୂର କରିବା ପାଇଁ ମେଡିକାଲ ଷ୍ଟୋରରେ ଅନେକ ପ୍ରକାରର ଔଷଧ ଉପଲବ୍ଧ ଥାଏ । କିନ୍ତୁ ହେଲ୍ଥ ଏକ୍ସପର୍ଟମାନେ ଏହି ସମୟରେ ଔଷଧ ଖାଇବାକୁ ବାରଣ କରନ୍ତି । କିନ୍ତୁ ମହିଳାମାନେ…

ଆକାଶ ଛୁଆଁ ସୁନା ଦର, ବେହୋସ୍ କରୁଛି ରୁପା

ଭୁବନେଶ୍ଵର: ଆଜି ସକାଳୁ ସୁନା ରେଟ ପୁଣି ଉପରେ କାରବାର କରୁଛି । ସୁନା ଦରରେ ଆଜି ସାମାନ୍ୟ ବୃଦ୍ଧି ଘଟିଛି । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୨୮,୮୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…