ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ସିନ୍ ରିକ୍ରିଏସନ୍ କଲା ପୋଲିସ
ଦୁର୍ଗାପୁର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ଅଭିଯୁକ୍ତଙ୍କୁ ଧରି ଦୁର୍ଗାପୁର ପରାନଗଞ୍ଜ ଜଙ୍ଗଲରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ । କେମିତି ସେଦିନ ଘଟଣା ଘଟିଥିଲା ତାହାର ଡେମୋ ଦେଖାଇଛି ଅଭିଯୁକ୍ତ। ଦୁର୍ଗାପୁର ଜଙ୍ଗଲରେ ସିନ ରିକ୍ରିଏଟ କରିଛି ପୋଲିସ । ଦୁର୍ଗାପୁର ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ଏମାନଙ୍କୁ SDJM କୋର୍ଟରେ ହାଜର…
