ସମ୍ବଲପୁର ମାଟିର ସୁର : ଅଦ୍ଵୈତା ମିଶ୍ର

ସମ୍ବଲପୁର : ଧନୁପାଲିର ମହାବୀର ପଡ଼ାର ମାଟି ପାଣି ପବନରେ ବଡ଼ ହୋଇ ଅନନ୍ୟ ସ୍ୱରର ଅଧିକାରିଣୀ ଅଦ୍ଵୈତା ମିଶ୍ରଙ୍କ ପ୍ରତିଭା ଅପରିଣତ ବୟସକୁ ଅତିକ୍ରମ କରୁଥିବା ଗଭୀର ଅନୁଭୂତିର ଏକ ନିଚ୍ଛକ ସ୍ଵନ। ଭାବ ଓ ଲୟ ଯେତେବେଳେ ଏକାତ୍ମ ହୋଇ ଯେତେବେଳେ ତାଙ୍କ ସ୍ୱରରେ ପ୍ରବାହିତ ହୁଏ, ସେହି ସ୍ୱର ଶ୍ରୋତାଙ୍କ ମନକୁ ଗଭୀରଭାବେ ସ୍ପର୍ଶ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ମୃତିରେ ରହିଯାଏ। ସମ୍ବଲପୁର ମାଟିର…

ଆସୁଛନ୍ତି ମା’: ସ୍ଵୟଂ ଇଚ୍ଛାରେ ମନ୍ଦିର ଗଢିଥିଲେ ମା ସମଲେଶ୍ଵରୀ!

ଭୁବନେଶ୍ଵର: ଆସୁଛନ୍ତି ମାଆ । ଧରାବତରଣ କରିବେ ଜଗତଜନନୀ । ଉତ୍ସବ ମୁଖର ରାଜ୍ୟର ବିଭିନ୍ନ ଶକ୍ତିପୀଠ । ଶକ୍ତି ପୀଠଗୁଡ଼ିକରେ ଚାଲିଛି ମାଆଙ୍କର ଷୋଡ଼ଶ ଉପଚାର ପୂଜା । ହୋମପାଠ, ଯଜ୍ଞ ମନ୍ତ୍ର ଓ ବେଦ ଧ୍ବନୀରେ ପ୍ରକମ୍ପିତ ହେଉଛି ମା’ଙ୍କ ମନ୍ଦିର ପରିବେଶ । ମାଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଧାଇଁ ଆସୁଛନ୍ତି ଭକ୍ତ । ପୀଠରେ ମାଆଙ୍କର ବେଶ ଅନୁସାରେ…

SMC ନିର୍ବାଚନ ପାଇଁ ବାଟ ଖୋଲିଲା, ୨୦୧୫ରେ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

କଟକ: ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଖୋଲିଲା । ୨୦୧୫ରେ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ । ୬ ସପ୍ତାହ ଭିତରେ ବିଜ୍ଞପ୍ତି ପାଇଁ ସରକାରଙ୍କୁ ନିର୍ଦ୍ଦେଶ । ସଂରକ୍ଷଣ ନିୟମ ଆଧାରରେ ସାନି ବିଜ୍ଞପ୍ତି ପାଇଁ କହିଲେ ହାଇକୋର୍ଟ । ୨୦୧୫ ବିଜ୍ଞପ୍ତିରେ ୱାର୍ଡ ସଂରକ୍ଷଣ ୫୦% ଟପିବାରୁ ବିବାଦ ହୋଇଥିଲା । ୨୦୧୫ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ୍‌ କରି ମାମଲା ହାଇକୋର୍ଟକୁ ଆସିଥିଲା ।…