ବିମାନ ବନ୍ଦରରୁ ଜବତ ହେଲା ମାରିଜୁଆନା, ଜଣେ ଗିରଫ

ଭୁବନେଶ୍ଵର: ପୁଣି ଭୁବନେଶ୍ବର ବିମାନ ବନ୍ଦରରୁ ଜବତ ହେଲା ମାରିଜୁଆନା । ୩ କୋଟି ଟଙ୍କାର ମାରିଜୁଆନା ଜବତ କଲା କଷ୍ଟମ ବିଭାଗ । ୩ କେଜି ୨୦୦ ଗ୍ରାମ ମାରିଜୁଆନା ସହ କେରଳର ଜଣେ ଯୁବକକୁ ଗିରଫ କରିଛି କଷ୍ଟମ୍ ବିଭାଗ । ବ୍ୟାଂକକ୍‌ରୁ ଭୁବନେଶ୍ବର ଆସୁଥିଲା ମାରିଜୁଆନା । ବ୍ୟାଂକକ୍‌ରୁ ଭୁବନେଶ୍ବର ଆସୁଥିବା ବେଳେ କେରଳର ଜଣେ ଯୁବକକୁ ଗିରଫ କରିଛି କଷ୍ଟମ୍ ବିଭାଗ । ଯୁବକଙ୍କ…

ରାସ୍ତା କାମରେ ବର୍ଷା ସାଜିଛି ବାଧକ, ହୋଇପାରୁନି କାଲିଙ୍ଗା ଘାଟି ରାସ୍ତା କାମ

ଜି.ଉଦୟଗିରି: ପ୍ରବଳ ବର୍ଷା ଯୋଗୁଁ କଳିଙ୍ଗା ଘାଟି ରାସ୍ତା ମରାମତି କାମ ବାଧାପ୍ରାପ୍ତ । ପାହାଡ଼ ଉପରୁ ପ୍ରବଳ ବର୍ଷା ପାଣି ଆସୁଥିବାରୁ ଭୂସ୍ଖଳନ ଆଶଙ୍କା ରହିଛି । କାର୍ଯ୍ୟରତ ଶ୍ରମିକ ଭୟଭୀତ ଅଛନ୍ତି । ସେପଟେ ରାସ୍ତା ମରାମତି କାମ ବାଧାପ୍ରାପ୍ତ ହୋଇଛି । ଗତ ୨୦ ଦିନ ହେଲାଣି କଳିଙ୍ଗା ଘାଟି ରାସ୍ତା ବନ୍ଦ ହୋଇ ରହିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…

ରହସ୍ୟ ଘେରରେ ଜୁବିନ୍ ଗର୍ଗଙ୍କ ମୃତ୍ୟୁ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ନୂଆଦିଲ୍ଲୀ: ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ । ତାଙ୍କ ମୃତ୍ୟୁର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରାଯାଇଥିବାବେଳେ, ଏହି ମାମଲାରେ ପ୍ରତିଦିନ ଆଶ୍ଚର୍ଯ୍ୟଜନକ ଖୁଲାସା ହେଉଛି । ଏହାରି ଭିତରେ ତାଙ୍କ ବ୍ୟାଣ୍ଡମେଟ୍ ଶେଖର ଜ୍ୟୋତି ଗୋସ୍ୱାମୀଙ୍କ ଏକ ବୟାନ ଚାରିଆଡେ ହଇଚଇ ସୃଷ୍ଟି କରିଛି । ଗୋସ୍ଵାମୀ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି…

SI କେଳେଙ୍କାରୀ, ଗିରଫ ହେଲେ ଆଉ ୨ ଅଭିଯୁକ୍ତ

ଭୁବନେଶ୍ଵର: ଓଡିଶା ପୋଲିସ SI ଚାକିରି କେଳେଙ୍କାରୀ । ଗିରଫ ହେଲେ ଆଉ ୨ ଅଭିଯୁକ୍ତ । କିଛି ସମୟ ମଧ୍ୟରେ ୨ ଗିରଫ ଦଲାଲଙ୍କୁ କୋର୍ଟ ଚାଲାଣ କରାଯିବ । ସେଥିପାଇଁ ଡିଜିଟାଲ ତଥ୍ୟ ଯୋଗାଡ଼ରେ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚ । ତେବେ SI କେଳେଙ୍କାରୀ ମାମଲାରେ ବଢିଲା ଗିରଫଦାରୀ ସଂଖ୍ୟା । ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ହୋଇଥିବା ବେଳେ ଏବେ ଆଉ ୨…

SI ପରୀକ୍ଷା କେଳେଙ୍କାରୀ: ରତ୍ନପ୍ରଭାଙ୍କୁ ତଦନ୍ତ ଦାୟିତ୍ବ

ଭୁବନେଶ୍ବର: SI ପରୀକ୍ଷା କେଳେଙ୍କାରୀ । ରତ୍ନପ୍ରଭାଙ୍କୁ ତଦନ୍ତ ଦାୟିତ୍ବ  । କ୍ରାଇମବ୍ରାଞ୍ଚ DSP ରତ୍ନପ୍ରଭା ଶତପଥୀଙ୍କୁ ମିଳିଲା ତଦନ୍ତ ଦାୟିତ୍ବ । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ତଦନ୍ତ କରିବେ ରତ୍ନପ୍ରଭା । ସେହିପରି ସୁପରଭାଇଜିଂ ଅଫିସର ଭାବେ କ୍ରାଇମବ୍ରାଞ୍ଚ SP ଅନୀଲ ବେଉରିଆଙ୍କୁ ମଧ୍ୟ ମିଳିଲା ବଡ ଦାୟିତ୍ବ । ସେପଟେ SI ପରୀକ୍ଷା କେଳେଙ୍କାରୀ ମାମଲାରେ ଜେରାର ସମ୍ମୁଖୀନ ହୋଇଛନ୍ତି ସିଲିକନ ମାଲିକ…

ଆରବ ସାଗରରେ ସୃଷ୍ଟି ହେଲା ବାତ୍ୟା ‘ଶକ୍ତି’, ଏଠାରେ କରିବ ଲ୍ୟାଣ୍ଡଫଲ

ଭୁବନେଶ୍ଵର: ସମୁଦ୍ର ମଝିରେ ଦାନା ବାନ୍ଧୁଛି ବାତ୍ୟା । ଆରବ ସାଗରରେ ବାତ୍ୟା ଆଶଙ୍କା । ଉତ୍ତର-ପୂର୍ବ ଆରବ ସାଗରରେ ଗଭୀର ଅବପାତ ସକ୍ରିୟ ଥିବା ବେଳେ, ଏହା ଆଗାମୀ ୧୨ ଘଣ୍ଟାରେ ଘୂର୍ଣ୍ଣିଝଡ଼ର ରୂପ ନେଇପାରେ । ଏହା ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରିବ। ଫଳରେ ଚଳିତ ବାତ୍ୟା ଋତୁର ପ୍ରଥମ ବାତ୍ୟା ଆଶଙ୍କା ଦେଖାଦେଇଛି । ତେବେ ଆରବ ସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଶକ୍ତି’…

କଟକ ଚୌଦ୍ବାର ଜେଲ୍‌ରୁ ୨ କଏଦୀ ଚମ୍ପଟ୍‌ ଘଟଣା: ୨ ୱାର୍ଡର ସସ୍‌ପେଣ୍ଡ୍‌

କଟକ: କଟକ ଚୌଦ୍ବାର ଜେଲ୍‌ରୁ ୨ କଏଦୀ ଚମ୍ପଟ୍‌ ଘଟଣାରେ ୨ ୱାର୍ଡର ସସ୍‌ପେଣ୍ଡ୍‌ । କର୍ତ୍ତବ୍ୟରେ ଅବହେଳା ପାଇଁ ୱାର୍ଡର, ଚିଫ୍‌ ୱାର୍ଡର ସସ୍‌ପେଣ୍ଡ୍‌ ହୋଇଥିବା ନେଇ ସୂଚନା ମିଳିଛି । ଅଲଗା ଅଲଗା ସେଲ୍‌ରେ ଥିଲେ ଦୁଇ ଅଭିଯୁକ୍ତ । ଆରିରେ ରଡ୍‌ କାଟି ଜେଲରୁ ବାହାରିଥିଲେ । ବ୍ୟବହାର କରୁଥିବା କମ୍ବଳକୁ ଦଉଡ଼ି କରି ପାଚେରୀ ଡେଇଁଛନ୍ତି । କଟକ ରେଞ୍ଜ୍‌ ଡିଆଇଜିଙ୍କୁ ତଦନ୍ତ ପାଇଁ…

ନୂଆ ରଘୁନନ୍ଦନ ଲାଇବ୍ରେରୀ ଜାଗାରେ ନିର୍ମାଣ ହେବ E-ଲାଇବ୍ରେରୀ: ଆଇନ ମନ୍ତ୍ରୀ

ପୁରୀ: ନୂଆ ରଘୁନନ୍ଦନ ଲାଇବ୍ରେରୀ ଜାଗାରେ ନିର୍ମାଣ ହେବ E-ଲାଇବ୍ରେରୀ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଜ୍ଞାନ ଯଜ୍ଞ ମଣ୍ଡପ ନାଁରେ ନାମିତ ହେବ ଡିଜିଟାଲ୍ ଲାଇବ୍ରେରୀ । E-ଲାଇବ୍ରେରୀ ସହ ରିସର୍ଚ୍ଚ ସେଣ୍ଟର ମଧ୍ୟ ନିର୍ମାଣ କରିବେ ସରକାର । ଶ୍ରଦ୍ଧାଳୁ ଓ ଗବେଷକଙ୍କୁ ଡିଜିଟାଲ୍ ସୁବିଧା ପ୍ରଦାନ କରିବା SJTAର ନିଷ୍ପତ୍ତି । ଏହାମାଧ୍ୟମରେ ମନ୍ଦିର ରେକର୍ଡ, ରୀତିନୀତି,…

ବଢୁଛି ହୀରାକୁଦ ଜଳସ୍ତର, କିନ୍ତୁ ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ କହିଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ l ବଂଶଧାରା ନଦୀ ଛଡ଼ା ଅନ୍ୟ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ l କାଶୀନଗର ନିକଟରେ ବଂଶଧାରା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି l କାଶୀନଗରରେ ବଂଶଧାରା ୫୫.୨୪ ମିଟରରେ ପ୍ରବାହିତ ହେଉଛି l ଫଳରେ ତଳିଆ ଅଞ୍ଚଳ ପ୍ରଭାବିତ ହେବା ଆଶଙ୍କାରେ ପ୍ରଶାସନ ସଜାଗ୍ ରହିଛି l ହୀରାକୁଦରେ ଜଳସ୍ତର ବଢ଼ୁଛି କିନ୍ତୁ…

ଜେଲରୁ ଚମ୍ପଟ ମାରିଲେ ଦୁଇ କଏଦୀ, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ

କଟକ: କଟକ ଚୌଦ୍ବାର ଜେଲ୍‌ରୁ ୨ ହାର୍ଡକୋର କଏଦୀ ଚମ୍ପଟ୍‌ l ଜେଲ୍‌ର ସେଲ୍‌ କାଟି ଫେରାର୍ ହୋଇଯାଇଥିବା ସୂଚନା l ପାଣିକୋଇଲିରେ ପଣ୍ଡା ଆଳଙ୍କାର ଲୁଟ୍‌ ଘଟଣାରେ ଧରାପଡ଼ିଥିଲେ ଦୁଇ କଏଦୀ l ଉଭୟ ଲୁଟେରା ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ଼ କରିଥିଲେ l ଲୁଟେରାଙ୍କ ଗୁଳିମାଡ଼ରେ ୨ଜଣଙ୍କର ଜୀବନ ଯାଇଥିଲା l ସ୍ଥାନୀୟ ଲୋକ ଉଭୟଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ l ସୂଚନା ଅନୁଯାୟୀ,…