ସିଜିମାଳି ବକ୍ସାଇଟ୍ ଖଣି ମାମଲା, ବେଦାନ୍ତର ପ୍ରସ୍ତାବକୁ ସ୍ଥଗିତ ରଖିଲା କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ଓଡ଼ିଶାର ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ୭୦୦ ହେକ୍ଟରରୁ ଅଧିକ ଜଙ୍ଗଲ ଜମିକୁ ସିଜିମାଳି ବକ୍ସାଇଟ୍ ଖଣି ପାଇଁ ବ୍ୟବହାର କରିବା ନେଇ ବେଦାନ୍ତର ପ୍ରସ୍ତାବ ଉପକୁ ସ୍ଥଗିତ ରଖିଛି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ । ସମ୍ପ୍ରଦାୟ ସମ୍ମତି, କ୍ଷତିପୂରଣ ବନୀକରଣ ଏବଂ ପରିବେଶଗତ ବିପଦ ଉପରେ ସମାଧାନ ହୋଇନଥିବା ନେଇ ସରକାରୀ ରେକର୍ଡରୁ ଜଣାପଡିଛି। ଅଗଷ୍ଟ ୨୫ ତାରିଖରେ ବନ ପରାମର୍ଶଦାତା କମିଟିର ବୈଠକରେ ନିଆଯାଇଥିବା ନିଷ୍ଡତ୍ତି…
