Blog

ନୂଆପଡ଼ା ଉପନିର୍ବାଚନ: ଘାସିରାମ ମାଝୀ ହେବେ କି କଂଗ୍ରେସ ପ୍ରାର୍ଥୀ !

ନୂଆପଡ଼ା: ନୂଆପଡ଼ା ପାଇଁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବାକୁ ପିସିସିର ଇସାରା । ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ଭେଟରାନ କଂଗ୍ରେସ ନେତା ଘାସିରାମ ମାଝୀ । ଏନେଇ ପରୋକ୍ଷରେ ସଂକେତ ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଗତ ନିର୍ବାଚନରେ ସ୍ୱାଧୀନ ଭାବେ ୫୦ ହଜାରରୁ ଅଧିକ ଭୋଟ ପାଇଥିଲେ । ଘାସିରାମ ବାବୁ ଏବେ କଂଗ୍ରେସର ଜିଲ୍ଲା ସଂଯୋଜକ ଅଛନ୍ତି । ଆମର…

୨୭ଟି ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଓଡ଼ିଶାର ଶିଳ୍ପ ଇତିହାସରେ ଯୋଡିହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଏବେ ରାଜ୍ୟରେ ୩ ଜିଲ୍ଲାକୁ ଛାଡିଦେଲେ ୨୭ଟି ଜିଲ୍ଲାରେ ଶିଳ୍ପ ହୋଇଛି। ନୂଆ ଶିଳ୍ପ ପ୍ରକଳ୍ପର ଭିଭିପୁସ୍ତର ସ୍ଥାପନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାପାଇଁ ସମୁଦାୟ ୨୫ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗ କରାଯାଉଛି ଏବଂ ଏହାଦ୍ୱାରା ୫୨ ହଜାରରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ…

ସେପ୍ଟେମ୍ବର ୧୯ରୁ ହବିଷ୍ୟାଳୀ ଅନଲାଇନ୍ ପଞ୍ଜିକରଣ

ପୁରୀ: ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ହବିଷ୍ୟାଳୀଙ୍କ ଅନଲାଇନ ପଞ୍ଜିକରଣ । ଆସନ୍ତା ୧୯ତାରିଖ ପୂର୍ବାହ୍ନ ୧୦ ଠାରୁ ଧାର୍ଯ୍ୟ ଲକ୍ଷ ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନରେ ନିଜର ନାଁ ପଞ୍ଜିକରଣ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । https/edistrict.odisha.gov.in ଅନଲାଇନ୍ ଲିଙ୍କ ରେ ଆବେଦନ କରିପାରିବେ । ପ୍ରାୟ ଅଢ଼େଇ ହଜାର ହବିଷିଆଳି ଙ୍କ ପାଇଁ ଏଥର ହୋଇଛି ବ୍ୟବସ୍ଥା । କେଉଁଠି ରହିବେ ଓ…

ସୁରକ୍ଷାବାହିନୀଙ୍କୁ ବଡ ସଫଳତା, ୪ କୁଖ୍ୟାତ ନକ୍ସଲ ନେତା ନିହତ

ବଣାଇ: ଝାଡ଼ଖଣ୍ଡରରେ ୩ କୁଖ୍ୟାତ ନକ୍ସଲ ନେତା ନିହତ । ସହଦେବ ସୋରେନ, ରଘୁନାଥ ହେମ୍ବ୍ରମ ଓ ବୀରସେନ ଗଞ୍ଜୁ ମୃତ । ହଜାରିବାଗର ଗୋରହର ଥାନା ଅଞ୍ଚଳରୁ ମୃତଦେହ ଉଦ୍ଧାର । ସହଦେବ ସୋରେନଙ୍କ ପାଇଁ ଥିଲା ୧ କୋଟି ଟଙ୍କା ପୁରସ୍କାର । ରଘୁନାଥ ହେମ୍ବ୍ରମଙ୍କ ପାଇଁ ଥିଲା ୨୫ ଲକ୍ଷ ଟଙ୍କା ପୁରସ୍କାର । ସେହିପରି ବୀରସେନ ଗଞ୍ଜୁଙ୍କ ପାଇଁ ଥିଲା ୧୦ ଲକ୍ଷ ଟଙ୍କା…

ଘରେ ଘରେ ବାସିଲାଣି ଦ୍ଵିତୀୟା ଘାଣ୍ଟ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳି

ଭୁବନେଶ୍ଵର:  ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ପ୍ରତ୍ୟେକ ଓଷାବ୍ରତ ଖାଦ୍ୟ ସହିତ ଜଡ଼ିତ ଥିବା ଲକ୍ଷ୍ୟ କରାଯାଏ । ସେହିପରି ଦ୍ୱିତୀୟା ଓଷା (ଦୂତିୟା ଓଷା ବା ଯୁତୀଆ ଓଷା) ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ ପାଳନ କରାଯାଏ । ଏହି ଦିନ ଓଷା କରିଥିବା ମହିଳାମାନେ ନିର୍ଜଳା ଉପବାସ କରି ପୁଅମାନଙ୍କ ମଙ୍ଗଳ କାମନା କରି ଦୂତୀବାହାନଙ୍କୁ ପୂଜା କରିଥାନ୍ତି ।…

ନୂଆପଡ଼ା ଉପନିର୍ବାଚନ: ଆଜି ପ୍ରକାଶିତ ହେବ ଭୋଟର ଚିଠା ତାଲିକା

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଆଜି ପ୍ରକାଶିତ ହେବ ଭୋଟର ଚିଠା ତାଲିକା । ଆଜିଠୁ ୨୮ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ସମୟସୀମା ରହିଛି । ଅକ୍ଟୋବର ୭ ତାରିଖରେ ସରିବ ଦାବି ଓ ଆପତ୍ତି ନିଷ୍ପତ୍ତି । ଅକ୍ଟୋବର ୯ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା । ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ…

ଏସିଆ କପରେ ଭାରତର ଦମଦାର ବିଜୟ, ପଡିଆରେ ପହଲଗାମର ପ୍ରତିଶୋଧ ନେଲା ଦଳ

ନୂଆଦିଲ୍ଲୀ: ଏସିଆ କପରେ ଭାରତର ଦମଦାର ବିଜୟ । ପରକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ଭାରତ । ୧୨୮ ରନ୍ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ୩ ଓ୍ବିକେଟ ହରାଇ ୧୩୧ ରନ୍ କରିଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୩୧, ଶୁବମନ ଗିଲ୍ ୧୦, ତିଲକ ବର୍ମା ୩୧ ରନ୍ କରି ଆଉଟ୍ ହୋଇଥିଲେ । ସୂର୍ଯ୍ୟକୁମାର ୪୭ ରନ୍ ଏବଂ ଏସ ଦୁବେ…

ଆସୁଛନ୍ତି ମା’: ଯୋନି ପୀଠ କାମାକ୍ଷା ମନ୍ଦିର

ଆସାମ୍: ମା’ କାମାକ୍ଷା ଦେବୀ ମନ୍ଦିର ସମଗ୍ର ଭାରତରେ ବେଶ ପ୍ରସିଦ୍ଧ । ଏହି ମନ୍ଦିର ୫୨ ଶକ୍ତିପୀଠ ମଧ୍ୟରୁ ଗୋଟିଏ । ଭାରତର ଲୋକମାନେ ଏହାକୁ ଅଘୋରୀ ଏବଂ ତାନ୍ତ୍ରିକଙ୍କର ଗଡ଼ ବୋଲି ବିବେଚନା କରାଯାଏ । ଭାରତ ଆସାମ ରାଜ୍ୟର ଗୌହାଟି ସହରଠାରୁ ପ୍ରାୟ ୭ କିଲୋମିଟର ଦୂରରେ ମାତା କାମାକ୍ଷା ଦେବୀଙ୍କର ଏହି ପ୍ରସିଦ୍ଧ ଶକ୍ତିପୀଠ ରହିଛି । ଆସାମ୍, ଗୌହାଟୀର ନୀଳାଚଳ ପର୍ବତ ଉପରେ…

ଆସୁଛନ୍ତି ମା’: ଶକ୍ତିପିଠ ଦେବୀ ବିମଳାଙ୍କ ମନ୍ଦିର

ଭୁବନେଶ୍ଵର: କୁହନ୍ତି ‘ଶକ୍ତି’ ବିନା ‘ଶିବ’ ହେଉଛି ‘ଶବ’। ଅର୍ଥାତ ବ୍ରହ୍ମାଣ୍ଡରେ ଉଭୟ ତତ୍ତ୍ୱର ସମାନ ମହତ୍ତ୍ଵ ଓ ଆବଶ୍ୟକତା ରହିଛି। ଶକ୍ତି ତତ୍ତ୍ୱକୁ ସବୁବେଳେ ନାରୀ ଶକ୍ତି ବା ମାତୃଶକ୍ତି ସହ ଯୋଡା ଯାଇଛି। ଯେମିତି ମା’ ସବୁବେଳେ ତା’ ସନ୍ତାନମାନଙ୍କୁ ଘଣ୍ଟ ଘୋଡେ଼ଇ ରଖିଥାଏ, ସବୁ ସଙ୍କଟରୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥାଏ, ସେମିତି ଶକ୍ତି ତତ୍ତ୍ୱ ବା ମାତୃଶକ୍ତି ମଧ୍ୟ ଏ ସ°ସାରକୁ ଘଣ୍ଟ…

ନୂଆପଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା , ଆସନ୍ତା ୧୫ରୁ ଏସଏସଆର

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପୂର୍ବରୁ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସଏସଆର) କାର୍ଯ୍ୟକାରୀ କରାଯିବ। ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏ ନେଇ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ନିର୍ଦେଶନାବା ଜାରି ହୋଇଛି ! ତେବେ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ SSR । ଉପନିର୍ବାଚନ ପାଇଁ ହେବ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି…